ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ବିଭାଗ ତରଫରୁ କୁହାଯାଇଛି ଯେ, ଏନେଇ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ । ବାତ୍ୟା ସମ୍ବନ୍ଧରେ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନଥିବା ନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଟ୍ବିଟ ଯୋଗେ ସୂଚନା ଦେଇଛି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ