ଦୁବାଇ: ରବିବାର ଏସିଆ କପ୍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ । ସୁପର ସଣ୍ଡେରେ ପାକିସ୍ତାନ ବନାମ ଶ୍ରୀଲଙ୍କା ମହାମୁବାଲି । ନିଜ ଦେଶରେ ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଏବଂ କ୍ରିକେଟ ବୋର୍ଡରେ ରାଜନୀତି ଭିତରେ ଭାରତ ଓ ପାକିସ୍ତାନ ଭଳି କ୍ରିକେଟ୍ ଶକ୍ତିକୁ ପରାସ୍ତ କରି ନୂଆ ପରିଚୟ ସୃଷ୍ଟି କରିଛି ଶ୍ରୀଲଙ୍କା ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ