ଏଥର ସଅଳ ଛୁଇଁବ ମୌସୁମୀ, ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

ଏଥର ସଅଳ ଛୁଇଁବ ମୌସୁମୀ । ଦ୍ରୁତ ଗତିରେ ଅଗ୍ରସର ହେଉଛି ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ। ମେ ୧୬ସୁଦ୍ଧା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପହଞ୍ଚି ପାରେ । ଏଥିପାଇଁ ଅନୁକୂଳ ପରିସ୍ଥିତି ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ Monsoon to hit this morning, weather department predicts