ଏଥର ଶହେ ଏକର ଜାଗାରେ ହେବ କଟକ ବାଲିଯାତ୍ରା: ଜିଲ୍ଲାପାଳ

କଟକ: ବିଶ୍ୱପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା । କରୋନା ମହାମାରୀ କାରଣରୁ ଗତ ଦୁଇ ବର୍ଷ ହେଲା ବନ୍ଦ ଥିଲା ବାଲିଯାତ୍ରା । ମାତ୍ର ଚଲିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଏହି ମେଳା । ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି କଟକବାସୀ । କାରଣ ନଭେମ୍ବର ମାସରେ ପୁଣି ଥରେ ଚଳଚଞ୍ଚଳ ହେବ କଟକ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia