ଭୁବନେଶ୍ବର: ଏକାମ୍ର ସଂରକ୍ଷଣ ଯୋଜନାକୁ NMA ସ୍ୱୀକୃତି ଦେଇଛନ୍ତି । ଅଧାରୁ ଅଟକିଥିବା ଶ୍ରୀଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ପ୍ରକଳ୍ପର କାମ ପୁଣି ଆରମ୍ଭ ହେବ। ସମ୍ପୂର୍ଣ୍ଣ ହେବ ହେରିଟେଜ୍ ଇଣ୍ଟରପ୍ରିଟେସନ୍ ସେଣ୍ଟର୍ । ବାହ୍ୟ ସଂଯୋଗ ରାସ୍ତା ନିର୍ମାଣ ହେବ। ରାସ୍ତା ଚଉଡ଼ା ସହ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରେ ସୌନ୍ଦର୍ଯ୍ୟୀକରଣ କାମ ଏଣିକି ବାସ୍ତବ ରୂପ ନେବ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ