ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ ପରେ ବିଧାନ ପରିଷଦର 36 ଟି ଆସନ ପାଇଁ ନିର୍ବାଚନରେ ବିଜେପି ପୁଣି ବିଜୟ ହାସଲ କରିଛି । 36 ଟି ଆସନରୁ 33 ଟି ଆସନ ଯାଇଛି ବିଜେପି ଆକାଉଣ୍ଟକୁ । ବିଧାନ ପରିଷଦରେ ବିଜେପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି ।
Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia


More Stories
ମୋଦୀ କ୍ୟାବିନେଟ ହେବ ସମ୍ପ୍ରାସାରଣ ! ଚିରାଗ ପାସୱାନ୍ ଙ୍କୁ ମିଳିପାରେ ମନ୍ତ୍ରୀପଦ, ସିନ୍ଦେ ଗୋଷ୍ଠୀକୁ ମିଳିପାରେ ସୁଯୋଗ
ଅଜିତ ପାୱାରଙ୍କ ସମେତ 9 ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ କଲା ଏନସିପି, ECI କୁ ଲେଖିଲା ଚିଠି
ତେଲେଙ୍ଗାନାରେ ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ, ଖମ୍ମମରେ ସାଧାରଣ ସଭାକୁ କରିବେ ସମ୍ବୋଧନ