ଉତ୍ତର ପ୍ରଦେଶ ବଜେଟ୍ 2022-23 : ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା, ହୋଇଛି ବଡ଼ ଘୋଷଣା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭାରେ ଆଜି ଉପସ୍ଥାନା ହୋଇଛି 2022-23 ପାଇଁ ବଜେଟ୍ । ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ବିଧାନସଭାରେ ରାଜ୍ୟ ବଜେଟ୍ 2022-23 ଉପସ୍ଥାପନ କରିଛନ୍ତି । ଆର୍ଥିକ ବର୍ଷ ପାଇଁ ୟୁପିର ବଜେଟ୍ 6.15 ଲକ୍ଷ କୋଟିରୁ ଅଧିକ ରଖାଯାଇଛି । ଯୋଗୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ବିଜେପିର ‘ଲୋକ ସଙ୍କଳ୍ପ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia