ଉତ୍ତରପ୍ରଦେଶ ନିର୍ବାଚନ 2022 : ସମାଜବାଜୀ ପାର୍ଟି ସହ ମେଣ୍ଟ କରିବା ନେଇ ଘୋଷଣା କଲେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ

ମେରଠ : ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମେରଠର ଦବଥୁଆରେ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମିଳିତ ରାଲିର ଆୟୋଜନ କରାଯାଇଛି । ଏହି ରାଲିରେ ନାମ ‘ପରିବର୍ତ୍ତନ ସନ୍ଦେଶ ରାଲି’ ନାମରେ ନାମିତ କରାଯାଇଛି । ସମାଜବାଦୀ ପାର୍ଟି ସହ ଆନୁଷ୍ଠାନିକ ଭାବେ ମେଣ୍ଟ ଘୋଷଣା କରିଛନ୍ତି ଆରଏଲଡି ସଭାପତି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia