ଉତ୍ତରପ୍ରଦେଶ ନିର୍ବାଚନ : ଆସନ ବୁଝାମଣାକୁ ନେଇ ବିଜେପି-ଜେଡିୟୁ ମଧ୍ୟରେ ଟଣାଓଟରା, 30 ଆସନ ଦାବି କରୁଛି ନୀତୀଶଙ୍କ ଦଳ

ଲକ୍ଷ୍ନୌ : ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ଉତ୍ତରପ୍ରଦେଶ ରାଜନୀତିରେ ନିଜର ଭବିଷ୍ୟତ ଖୋଜିବାକୁ ଚେଷ୍ଟା କରୁଛନ୍ତି । ଗୋଟିଏ ପଟେ ଅସଦୁଦ୍ଦିନ ଓୱେସି ୟୁପିରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଘୋଷଣା କରିଥିବା ବେଳେ ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନରେ ସମ୍ପୂର୍ଣ୍ଣ ଶକ୍ତି ସହ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia