ଆଜି ସରିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ୧୯ ରେ ମେଧା ତାଲିକା

Plus Two First Phase Enrollment to End Today: ଗୁରୁବାର ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବ । ୨୧୫୮ କଲେଜର ୫ଲକ୍ଷ ୬ହଜାର ୯୧୩ ସିଟ୍‌ ପାଇଁ ନାମଲେଖା ଚାଲିଛି ।