ଆଜି ବିଜୟା ଦଶମୀ, ରାଜରାଜେଶ୍ୱରୀ ବେସରେ ଦର୍ଶନ ଦେବେ ମହାବାହୁ

ପୁରୀ: ଶ୍ରୀମନ୍ଦିରରେ ଶୁକ୍ରବାର ପାଳିତ ହେଉଛି ପବିତ୍ର ଦଶହରା ବା ବିଜୟାଦଶମୀ। ଆଜି ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହେବ। ସୁନାବେଶକୁ ‘ବଡ଼ତଡ଼ାଉ’ ବେଶ ମଧ୍ୟ କୁହାଯାଇଥାଏ । ଇତିହାସ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia