ପଦ୍ମପୁର: ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ଆଜି ହେବ ଶେଷକୃତ୍ୟ । ବିଧାୟକଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଶୋଭାଯାତ୍ରାରେ ପଦ୍ମପୁର ରାଜଘାଟକୁ ନିଆଯିବ। ସେଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି । ଗତକାଲି ତାଙ୍କ ପାର୍ଥବ ଶରୀର ପଦ୍ମପୁରରେ ପହଂଚିବା ପରେ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ