ଅନ୍ୟଜାତିରେ ବିବାହ କରି ଗାଁରୁ ବାସନ୍ଦ ହେଲେ ସେନା ଅଧିକାରୀ

ଗଞ୍ଜାମ: ଆଜିର ଆଧୁନିକ ଯୁଗରେ ବି ଭରି ରହିଛି ସାମାଜିକ କୁସଂସ୍କାର । ପୂର୍ବ ଭଳି କଙ୍ଗାରୁ କୋର୍ଟରେ ଲୋକଙ୍କୁ ଦିଆଯାଉଛି ଦଣ୍ଡ। ଗାଁରେ ଯାହା ସମସ୍ୟା ହେଉଛି ଗାଁ ମୁଖିଆ କରୁଛନ୍ତି ସମାଧାନ। ତେବେ ନିକଟରେ ଏକ ଇଣ୍ଟର କାଷ୍ଟ ବିବାହକୁ ନେଇ ସୃଷ୍ଟି ହୋଇଛି ବିବାଦ। ଗଞ୍ଜାମ ପୋଲସରା କଲମ୍ବ ଗାଁରେ ଦେଖିବାକୁ ମିଳିଛି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia