ଭୁବନେଶ୍ୱର: ଅକ୍ଟୋବରରେ ଦୀପାବଳି, ସୂର୍ଯ୍ୟପରାଗ ଓ ତା ଉପରେ ପୁଣି ବାତ୍ୟା । ଆଲୋକର ପର୍ବ ଦୀପାବଳିକୁ ସୂର୍ଯ୍ୟପରାଗର ଅନ୍ଧକାର ଛାଇଥିବା ବେଳେ । ସୂର୍ଯ୍ୟପରାଗର କୋପକୁ ଧୋଇ ଦେବାକୁ ଆସୁଛି ବାତ୍ୟା ସିତ୍ରାଙ୍ଗ । ଆସନ୍ତା ଅକ୍ଟୋବର ୨୪ରେ ଆସୁଛି ବାତ୍ୟା ସିତ୍ରାଙ୍ଗ । ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ