ଭୁବନେଶ୍ୱର: ଗକକାଲି ଅପେକ୍ଷା ଆଜି ସାମାନ୍ୟ ବଢିଛି ଦୈନିକ ସଂକ୍ରମଣ । ଗତକାଲି ୪୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ଆଉ ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୭୭ ଜଣ ପିଲା ରହିଛନ୍ତି । ଯେଉଁମାନେ କି ଶୂନରୁ ୧୮ ବର୍ଷ ବୟସ ବର୍ଗର। {image-covid19-1606983060.jpg
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ