୧୨ ବେଳକୁ ଲଘୁଚାପ ! ଓଡ଼ିଶାରେ କଣ ରହିବ ପ୍ରଭାବ, ବଡ଼ ସୂଚନା ଦେଲା IMD

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୧୦ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପୂର୍ବରୁ GFS ଅନୁଯାୟୀ ଲଘୁଚାପ ଆକଳନ କରୁଥିବା ବେଳେ ପରେ ECMWF ମଡେଲ ଅନୁମାନ କରିଥିଲା।Low pressure at 12! What will be the impact in Odisha, IMD gives big information