ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ସରକାରରେ କ୍ୟାବିନେଟ ବିସ୍ତାର କରିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଶାସନ କରୁଥିବା ବିଜେପି କ୍ୟାବିନେଟ ଚୟନରେ ପ୍ରତ୍ୟେକ ବର୍ଗକୁ ପ୍ରାଧାନ୍ୟ ଦେଇଛି । ଶୁଭେନ୍ଦୁ ସରକାରଙ୍କ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ହୋଇଛି । ୩୫ ଜଣ ନୂଆ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।Cabinet expansion in Subhendu government, 35 ministers take oath
ଶୁଭେନ୍ଦୁ ସରକାରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଶପଥ ନେଲେ ୩୫ ଜଣ ମନ୍ତ୍ରୀ


More Stories
ଦିଲ୍ଲୀ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ
ବନକଲାଗି ପାଇଁ ଆଜି ୪ ଘଣ୍ଟା ଦର୍ଶନ ବନ୍ଦ
ଅସ୍ଥିର ବଜାରରେ ଦୀର୍ଘମିଆଦି ମେଗାଟ୍ରେଣ୍ଡ ହିଁ କାହିଁକି ସତ୍ୟ ‘ଆଲ୍ଫା’