ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡର ତଦନ୍ତ କରିବ ସିବିଆଇ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାର ତଦନ୍ତ ଏବେ ସିବିଆଇ କରିବ। ବଙ୍ଗଳା ସରକାର ନିଜେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ। ସୋମବାର (୧୧ ମେ) ଠାରୁ ପଶ୍ଚିମବଙ୍ଗ ପୋଲିସଠାରୁ ତଦନ୍ତ ଦାୟିତ୍ୱ ସିବିଆଇ ନେବ।CBI to investigate murder of Subhendu Officer’s PA Chandranath Rath