ମେକ୍ ଇନ୍ ଓଡିଶା କନକ୍ଲେଭ୍ 2022: ବିପୁଳ ପୁଞ୍ଜିନିବେଶ, ମିଳିବ ବ୍ୟାପକ ନିଯୁକ୍ତି

ଭୁବନେଶ୍ୱର: ଦୁଇ ବର୍ଷ ପରେ ମେକ୍ ଇନ୍ ଓଡିଶା । ଓଡ଼ିଶା ଆସ, ପୁଞ୍ଜିନିବେଶ କର । ନିବେଶଙ୍କୁ ନବୀନଙ୍କ ନିମନ୍ତ୍ରଣ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ସହ ରୋଜଗାର ସୃଷ୍ଟି କରିବା ଏହି ସମ୍ମିଳନୀର ମୂଳ ଲକ୍ଷ । ଓଡ଼ିଶାର ବିନିର୍ମାଣ କୌଶଳକୁ ସର୍ବ ସାମ୍ମୁଖରେ ଉପସ୍ଥାପନା କରି ରାଜ୍ୟରେ ବିଭିନ୍ନ ଶିଳ୍ପ ସେକ୍ଟର ପାଇଁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia