ଜୟପୁର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ନବନର୍ମିତ ବିମାନବନ୍ଦରକୁ ବିମାନ ଉଡାଣ ନେଇ ଅନୁମତି ମିଳିଛି । ଉଡାନ୍ ଦିବସର ଗୋଟିଏ ଦିନ ପୂର୍ବରୁ ମିଳିଛି ଜୟପୁରକୁ ଅନୁମତି ମିଳିଛି। ‘ଉଡାନ୍’ ଯୋଜନାରେ ବିମାନ ଚଳାଚଳ ନେଇ ଅକ୍ଟୋବର ୨୦ ତାରିଖରେ ଲାଇସେନ୍ସ ମିଳିଛି । ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ସୂଚନା ଦିଆଯାଇଛି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ