ଭାରତକୁ ୬୫୭ ପ୍ରାଚୀନ କଳାକୃତି ଫେରାଇଲା ଆମେରିକା

ଆମେରିକା ୬୫୭ଟି ପ୍ରାଚୀନ ଏବଂ ସାଂସ୍କୃତିକ ସାମଗ୍ରୀ ଭାରତକୁ ଫେରାଇ ଦେଇଛି। ସେସବୁର ଆନୁମାନିକ ମୂଲ୍ୟ ୧୪ ନିୟୁତ ଡଲାର ବୋଲି କୁହାଯାଉଛି। ଆମେରିକୀୟ ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ଚୋରି ହୋଇଥିବା ଐତିହ୍ୟ ଫେରି ପାଇବା ପାଇଁ ଆହୁରି ବହୁ କାମ କରିବାକୁ ବାକି ଅଛି। US returns 657 ancient artifacts to India