Odisha ବିଜେପି ଛାଡ଼ି ନୂଆ ଦଳ ଗଠନ କରିବେ କି କେ. ଅନ୍ନାମଲାଇ? OdiaTimes June 2, 2026 1 min read Share this:Share Share on Facebook (Opens in new window) Facebook Share on X (Opens in new window) X ତାମିଲନାଡୁ ବିଜେପିର ପୂର୍ବତନ ସଭାପତି କେ. ଅନ୍ନାମଲାଇ ଦଳ ଛାଡ଼ିବା ଏବଂ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବା ନେଇ ଚାଲିଥିବା କଳ୍ପନାଜଳ୍ପନା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସୋମବାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି।Will K. Annamalai leave BJP and form a new party? Post navigation Previous ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଉ ଏକ ଝଟକା ଦେଲେ ସରକାର, ବଢିଲା LPG ସିଲିଣ୍ଡର ଦାମ୍Next ଟ୍ରମ୍ପଙ୍କ ବଡ଼ ଘୋଷଣା, ଇସ୍ରାଏଲ୍-ହିଜବୁଲ୍ଲା ମଧ୍ୟରେ ହେବ ଯୁଦ୍ଧବିରତି More Stories 1 min read Odisha ଦିଲ୍ଲୀ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ June 4, 2026 OdiaTimes 1 min read Odisha ବନକଲାଗି ପାଇଁ ଆଜି ୪ ଘଣ୍ଟା ଦର୍ଶନ ବନ୍ଦ June 4, 2026 OdiaTimes 1 min read Odisha ଅସ୍ଥିର ବଜାରରେ ଦୀର୍ଘମିଆଦି ମେଗାଟ୍ରେଣ୍ଡ ହିଁ କାହିଁକି ସତ୍ୟ ‘ଆଲ୍ଫା’ June 3, 2026 OdiaTimes
More Stories
ଦିଲ୍ଲୀ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ
ବନକଲାଗି ପାଇଁ ଆଜି ୪ ଘଣ୍ଟା ଦର୍ଶନ ବନ୍ଦ
ଅସ୍ଥିର ବଜାରରେ ଦୀର୍ଘମିଆଦି ମେଗାଟ୍ରେଣ୍ଡ ହିଁ କାହିଁକି ସତ୍ୟ ‘ଆଲ୍ଫା’