ବିଜେପିର ଭୁବନେଶ୍ୱର ମେୟର ଦୌଡ଼ରେ ଲେଖାଶ୍ରୀ ଓ ଅନୁ

ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନରେ ଭୁନେଶ୍ୱନର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏନେଇ ରାଜ୍ୟ ବିଜେପି ଦଳରେ ଆରମ୍ଭ ହୋଇଯାଇଛି ମେୟର ପ୍ରାର୍ଥୀ ଖୋଜା । ବିଜେଡିକୁ କିଭଳି ଟକ୍କରେ ଦେବେ ସେନେଇ ବିଜେପି ଏଥର ଦମଦାର ପ୍ରାର୍ଥୀଙ୍କୁ ମଇଦାନକୁ ପଠାଇବ ବୋଲି ଚର୍ଚ୍ଚା ଉଠୁଛି । ବିଜେପି କାର୍ଯ୍ୟାାଳୟରେ ଏନେଇ ଚାଲିଛି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia