ଫୁଲୁଛି ମହାନଦୀ: ହୀରାକୁଦରେ ଖୋଲିଲାଣି ୩୪ ଗେଟ୍, ଆହୁରି ଖୋଲିବ

ସମ୍ବଲପୁର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ପ୍ରବଳ ବର୍ଷା । ଉପମୁଣ୍ଡରେ ଲଗାଣ ବର୍ଷା କାରଣରୁ ବଢୁଛି ହୀରାକୁଦର ଜଳସ୍ତର । ଏବେ ଯାଏଁ ହୀରାକୁଦ ଜଳ ଭଣ୍ଡାର ୩୪ଟି ଗେଟ୍ ଖୋଲି ସାରିଥିବା ବେଳେ ଆଗକୁ ଆହୁରି ଗେଟ୍ ଖୋଲିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । {image-hirakuddam-1660464232.jpeg

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia