ପ୍ରଧାନମନ୍ତ୍ରୀ ଲୋକଙ୍କ ମଧ୍ୟରେ ଘୃଣା ଭରି ଅଲଗା କରୁଥିବା ବେଳେ ମୁଁ ସମ୍ପର୍କ ସ୍ଥାପନ କରୁଛି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି କେରଳରେ ଅଛନ୍ତି । କେରଳରେ ପହଞ୍ଚିବା ପରେ ମଲ୍ଲପୁରମରେ ଏକ ସମାବେଶକୁ ସମ୍ବୋଧିତ କରି ସେ ଦେଶର ପରିଭାଷା ଉପରେ ଆରଏସଏସକୁ ଟାର୍ଗେଟ କରିଥିଲେ । ରାହୁଲ କହିଛନ୍ତି ଯେ ସାବରକରଙ୍କ ପରି ଲୋକମାନେ ନକ୍ସା କରି କରି ଏକ ଦେଶ ତିଆରି କରନ୍ତି କିନ୍ତୁ ଏହା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia