ପ୍ରତ୍ୟକ କାହଣୀର ଦୁଇଟି ପାର୍ଶ୍ୱ ଥାଏ , ମୁଁ ନିଶ୍ଚିତ ଯେ ,ମୁଁ ଠିକ୍ ରାସ୍ତାରେ ଅଛି : ପ୍ରକୃତି ମିଶ୍ର

ଭୁବନେଶ୍ୱର: ଓଲିଉଡ ଅଭିନେତା ବାବୁଶାନଙ୍କ ପତ୍ନୀ ପ୍ରକୃତିଙ୍କୁ ମାଡ଼ ମାରୁଥିବା ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିନେତା ବାବୁଶାନ ଏବଂ ତାଙ୍କ ପତ୍ନୀଙ୍କ ପାରିବାରିକ କହଳ ଆଜିର ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ବାବୁଶାନ ଓ ପ୍ରକୃତି ମିଶ୍ର ସକାଳେ ଚେନ୍ନାଇ ଯାଉଥିବା ବେଳେ ଉଭୟଙ୍କୁ ଏକାଠି ଧରଥିଲେ ତୃପ୍ତି ।ରାସ୍ତା ଉପରେ ହିଁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia