ପୁଣି ଥରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଖୋଲା ଧମକ

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର ପୁଣି ଥରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଯେ ଯେତେବେଳେ ସେ ସୁଯୋଗ ପାଇବେ ସେ ନିଶ୍ଚିତ ଭାବରେ ସଲମାନ ଖାନଙ୍କୁ ହତ୍ୟା କରିବେ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ଗୋଲ୍ଡି ବରାର ମଧ୍ୟ ପ୍ରକାଶ କରିଛନ୍ତି ଯେ ସଲମାନ ଖାନ ତାଙ୍କ ଗ୍ୟାଙ୍ଗର ହତ୍ୟା

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia