ପିପିଲି ଉପନିର୍ବାଚନ: ୬ଟି ବୁଥ୍‌ରେ ଇଭିଏମ୍‌ ତ୍ରୁଟି, ଭୋଟ୍ ଗ୍ରହଣ ବାଧାପ୍ରାପ୍ତ

ଭୁବନେଶ୍ୱର: ଆଜି ସକାଳ ୭ଟାରୁ ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳୁ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଭୋଟ୍ ଚାଲିଥିବା ବେଳେ ବିଭିନ୍ନ ବୁଥ୍‌ରୁ ଇଭିଏମ୍‌ ଅଚଳ ବା ତ୍ରୁଟି ଖବର ସାମ୍ନାକୁ ଆସିଛି। ତେବେ ସକାଳେ ପ୍ରଥମେ ୪ଟି ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଯାଇଥିବା ଖବର ଆସିଥିବା ବେଳେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia