ଟ୍ୱିନ୍ ସିଟି ପାଇଁ ନିଯୁକ୍ତି ହେବେ ୩୭୦ ଟ୍ରାଫିକ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର, ଜୁଲାଇ ୨୪ ଯାଏ ଆବେଦନ

370 Traffic Student Volunteers to be Hired: ଟ୍ୱିନ୍ ସିଟି ପାଇଁ ନିଯୁକ୍ତି ହେବେ ୩୭୦ ଟ୍ରାଫିକ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର । ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ବର ସହରାଞ୍ଚଳରେ ୨୫୦ ଓ କଟକ ସହରାଞ୍ଚଳରେ ୧୨୦ ସ୍ବେଚ୍ଛାସେବୀ ପଦବୀ ପୂରଣ ହେବ ।