ଟମାଟୋକୁ ଛୁଇଁବା ମନା, ଜଗିଛନ୍ତି ବାଉନ୍ସର: ଯେତିକି କିଣିବାରେ ଅଛି, ଦୂରରୁ ଠିଆ ହୋଇ କିଣ…

Bouncers Guarding Tomato: ନିଜ ଟମାଟୋକୁ ଜଗିବା ଲାଗି ଜଣେ ବ୍ୟବସାୟୀ ବାଉନ୍ସରଙ୍କୁ ନିଯୁକ୍ତି ଦେଇଛନ୍ତି । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ବାରାଣାସୀରେ କେଜି ପିଛା ୧୬୦ ଟଙ୍କାରେ ଟମାଟୋ ବିକ୍ରି ହେଉଛି ।