ଭୁବନେଶ୍ୱର: ଭାରତ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ଜଣେ ଓଡିଆ ଝିଅ । ଭାରତର ପଞ୍ଚଦଶ ରାଷ୍ଟ୍ରପତି ତଥା ପ୍ରଥମ ମହିଳା ଜନଜାତି ରାଷ୍ଟ୍ରପତି । ଜନଜାତିଙ୍କ ପ୍ରେରଣା ସାଜିଥିବା ଦ୍ରୌପଦୀ ମୁର୍ମୁ ଆଜି ସାରା ଦେଶର ପ୍ରେରଣା। ସମଗ୍ର ଜନଜାତି ସମାଜ ଆଜି ଭାରି ଖୁସି। ଢ଼ୋଲ୍, ବାଦ୍ୟ ଆଦିରେ ସେମାନେ ଆଜି ଝୁମୁଛନ୍ତି।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ