ଚିଲିକାରେ ଆରମ୍ଭ ହେଲା ହେଲା ହାଉସ ବୋଟ୍‌ ସେବା, “ଗୁରୁଡ଼”ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଆଜିଠୁ ଚିଲିକାରେ ବୁଲିଲା ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ ‘ଗରୁଡ଼’ । ଏହାକୁ ସକାଳ ୯ଟା ୩୦ରେ ଭର୍ଚୁଆଲ ମଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେରଳ ପରେ ଚିଲିକାର ନୀଳ ଜଳରାଶିରେ ପର୍ଯ୍ୟଟନ ବିଭାଗ ଓ ବିକାଶ ଇକୋ ରିସର୍ଟ ସହାୟତାରେ ଆରମ୍ଭ ହେଲା ବିଳାସପୂର୍ଣ୍ଣ ହାଉସବୋଟ

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia