ଗଛରେ ପିଟି ହେଲା ବରଯାତ୍ରୀ ଗାଡି: ୬ ମୃତ, ୩୦ ଆହତ

କନ୍ଧମାଳ: ବାହାଘର ହେଲା କାଳ । ଘରୁ ସଜ ହୋଇ ବରଯାତ୍ରୀ ଧରି ବାହାରିଥିଲେ ବର । ହେଲେ ଅଧା ବାଟରେ ଆସିଲା ଜମ । ନେଇଗଲା ୬ ବରଯାତ୍ରୀଙ୍କ ପ୍ରାଣ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । କୋଟଗଡ଼ର କୁଟିବାଲି ନିକଟରେ ଏକ ବରଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia