ଖାରବେଳଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ବିଜେପି

ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ବିଜେପି। ଏନେଇ ରାଜ୍ୟ ଶୃଙ୍ଖଳା କମିଟି ଆବାହାକ ସୁଦର୍ଶନ ନାୟକ ଚିଠି ମାଧ୍ୟମରେ ସୁଚନା ଦେଇଛନ୍ତି।BJP revokes suspension from Kharavela