କଣ ହେବ ଭବାନୀପୁରର ଭାଗ୍ୟ ? ମମତାଙ୍କୁ ସାମ୍ନା କରିବେ ବିଜେପିର ପ୍ରିୟଙ୍କା ଟିବରେୱାଲ

କୋଲକାତା : ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସମସ୍ତଙ୍କ ନଜର ରହିଛି ଭବାନୀପୁର ଆସନ ଉପରେ । ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସରୁ ଆଜି ନାମାଙ୍କନ ଭରିବାକୁ ଥିବା ବେଳେ ଏହି ଆସନରୁ ବିଜେପି ଘୋଷଣା କରିଛି ନିଜର ପ୍ରାର୍ଥୀ । ଭବାନୀପୁରରେ ମମତାଙ୍କୁ ସମ୍ନା କରିବାକି ବିଜେପି ପ୍ରିୟଙ୍କା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia