କ’ଣ ଥିଲା ପ୍ରଶାନ୍ତ କିଶୋରଙ୍କ ସେହି 4 ଟି ସର୍ତ୍ତ, ଯେଉଁଥିପାଇଁ ବିଗିଡ଼ିଗଲା କଂଗ୍ରେସରେ ପ୍ରବେଶ ଦ୍ୱାର

ନୂଆଦିଲ୍ଲୀ : ଗତ କିଛି ଦିନ ଧରି ପ୍ରଶାନ୍ତ କିଶୋର କଂଗ୍ରେରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଏହି କଳ୍ପନାଜଲ୍ପନା ମଧ୍ୟରେ ପ୍ରଶାନ୍ତ ଏବଂ କଂଗ୍ରେସ ଦଳର ବରିଷ୍ଠ ନେତୃତ୍ୱଙ୍କ ମଧ୍ୟରେ ଅନେକ ଆଲୋଚନା ମଧ୍ୟ ହୋଇଥିଲା । ଏହା ପରେ ବିଶ୍ୱାସ କରାଯାଉଥିଲା ଯେ ପ୍ରଶାନ୍ତ କିଶୋର ସଂପୂର୍ଣ୍ଣ ଭାବେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia