କଂଗ୍ରେସରେ ଯୋଗଦେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସିଦ୍ଧୁଙ୍କୁ ଭେଟିଲେ ପି.କେ, ଆରମ୍ଭ ହେଲା ନୂଆ କଳ୍ପନାଜଳ୍ପନା

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା । ଆଜି (ମଙ୍ଗଳବାର) ପ୍ରଶାନ୍ତ କଂଗ୍ରେସରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କଂଗ୍ରେସରେ ଯୋଗଦେବେ ନାହିଁ ବୋଲି କହିବାର କିଛି ଘଣ୍ଟା ପରେ ପ୍ରଶାନ୍ତ କିଶୋର ପଞ୍ଜାବର ପୂର୍ବତନ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia