ଭୁବନେଶ୍ୱର: ଓଡିଶାକୁ ପସିଲା କି ଓମିକ୍ରନ୍ ? କଟକରେ ଜଣେ ନାଇଜେରିଆ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିବା କଟକ ସିଡିଏମ୍ଓ ସୂଚନା ଦେଇଛନ୍ତି । ଏହା ପରେ ରାଜ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ସୂଚନା ମୁତାବକ, ୩-୪ ଦିନ ତଳେ ବ୍ୟକ୍ତି ଜଣଙ୍କ ନାଇଜେରିଆରୁ ଜଗତସିଂହପୁର, ପରେ କଟକ ଆସିଥିଲେ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ