ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଲ ବୃଦ୍ଧିକୁ ବେଆଇନ୍ କହିଲେ ସୁପ୍ରିମ କୋର୍ଟ, 31 ଜୁଲାଇ ସୁଦ୍ଧା ପଦ ଛାଡ଼ିବାକୁ ନିର୍ଦ୍ଦେଶ

ED Director Sanjay Mishra extension is illegal Says Supreme Court । ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସଞ୍ଜୟ ମିଶ୍ର 31 ଜୁଲାଇ 2023 ପର୍ଯ୍ୟନ୍ତ ଇଡି ନିର୍ଦ୍ଦେଶକ ପଦବୀରେ ରହିବେ ।