ଭୁବନେଶ୍ୱର: ଆରମ୍ଭ ହୋଇସାରିଛି ପାର୍ବଣ ଋତୁ । ଆସୁଛନ୍ତି ମା । କୋଭିଡ ମହାମାରୀ ହେତୁ ଦୁଇ ବର୍ଷ ପରେ ଏଥର ବିନା କୌଣସି କଟକଣାରେ ହେବ ଶାରଦୀୟ ଦୁର୍ଗା ପୂଜା । ଏଥି ଲାଗି ପ୍ରସ୍ତୁତ ଦୈତ ନଗରୀ । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡିକୁ ଅନୁମତି ମିଳିଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ