ରାୟଗଡ଼ା: ସ୍ଥାନୀୟ କାଶୀପୁର ଅଞ୍ଚଳରେ ହଇଜା ଜୀବାଣୁ ଚିହ୍ନଟ ହୋଇଛି । ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କାଶୀପୁରରେ ଚିହ୍ନଟ ହୋଇଛି ଭିବ୍ରିଓ କଲେରା । ୧୦ ଜଣଙ୍କ ଠାରୁ ସଂଗୃହୀତ ମଳ ନମୁନା ମଧ୍ୟରୁ ୩ ଟିରେ ଭିବ୍ରିଓ କଲେରା ଭୂତାଣୁ ଥିବା ଜଣାପଡିଛି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ଆଫଗାନିସ୍ତାନ ବିପକ୍ଷ ପାଇଁ ଭାରତୀୟ ଟିମ୍ ଘୋଷଣା; ଜାଣନ୍ତୁ ବିରାଟ-ରୋହିତ ଖେଳିବେ କି ନାହିଁ
ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଆଜିଠୁ ଆହୁରି ବଢ଼ିବ ତାତି, ସାରା ରାଜ୍ୟକୁ ଆଲର୍ଟ ଜାରି