ଭୁବନେଶ୍ୱରରେ ‘ବିଶ୍ୱ ଜଳବୁଡ଼ି ନିରୋଧ’ ଦିବସ ପାଳନ ହେବ

ଭୁବନେଶ୍ୱର: ଏଥର ପାଣି ବୁଡ଼ିରୁ ବିଶ୍ୱକୁ ସରକ୍ଷା ଦେବ ଓଡ଼ିଶା ଯାହାର ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଫୋରମ୍ ଫର ସ୍ମାର୍ଟ ସିଟିଜିନର ଆବାହକ ବିଜୟ କୁମାର ପଟ୍ଟନାୟକ ।ତେବେ ଫୋରମର ସଦସ୍ୟ ଯଥା ଜଳ ଯୋଗଗୁରୁ ଭାବେ ପରିଚିତ ଅଶୋକ କୁମାର ବରାଳ ଉଦ୍ଭାବନ କରିଥିବା ନୂତନ ଜ୍ଞାନ କୌଶଳ ଦ୍ୱାରା ଏହା ସମ୍ବବ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia