ଭୁବନେଶ୍ୱର: ରାଜ୍ୟରେ ଆଜି ସାମାନ୍ୟ ଖସିଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ଯରେ ୧୮ ବର୍ଷ ମଧ୍ୟରେ ୧୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୪୭୭, ଲୋକଲ କେସ୍ ୩୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । {image-odishacoronaupdate-1617683922.jpeg
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ଆଫଗାନିସ୍ତାନ ବିପକ୍ଷ ପାଇଁ ଭାରତୀୟ ଟିମ୍ ଘୋଷଣା; ଜାଣନ୍ତୁ ବିରାଟ-ରୋହିତ ଖେଳିବେ କି ନାହିଁ
ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଆଜିଠୁ ଆହୁରି ବଢ଼ିବ ତାତି, ସାରା ରାଜ୍ୟକୁ ଆଲର୍ଟ ଜାରି