ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏନେଇ ରାଜ୍ୟର ସମସ୍ତ ଶୈବପୀଠ ଚାଳଚଞ୍ଚଳ। ବୋଲବମ୍ ଧ୍ଵନିରେ ପ୍ରକମ୍ପିତ ଚାରିଦିଗ । ଭଗବାନ ଶଙ୍କରଙ୍କୁ ଜଳଲାଗି କରିବା ପାଇଁ ମନ୍ଦିରରେ ଲାଗିଛି କାଉଡ଼ିଆଙ୍କ ଭିଡ଼। ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବୋଲବମ ଭକ୍ତଙ୍କ ଭିଡ଼କୁ ଲକ୍ଷ କରି ଭୁବନେଶ୍ୱର ସହରାଞ୍ଚଳ ପୁଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ଆଫଗାନିସ୍ତାନ ବିପକ୍ଷ ପାଇଁ ଭାରତୀୟ ଟିମ୍ ଘୋଷଣା; ଜାଣନ୍ତୁ ବିରାଟ-ରୋହିତ ଖେଳିବେ କି ନାହିଁ
ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଆଜିଠୁ ଆହୁରି ବଢ଼ିବ ତାତି, ସାରା ରାଜ୍ୟକୁ ଆଲର୍ଟ ଜାରି