ରାଜ୍ୟରେ ଆଜିଠୁ ଏସ୍‌ଆଇଆର୍‌

ରାଜ୍ୟରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଆସନ୍ତାକାଲି ଶନିବାରଠାରୁ ଆରମ୍ଭ ହେବ। ଜୁନ ୨୮ ପର୍ଯ୍ୟନ୍ତ ବୁଥ୍‌ ସ୍ତରୀୟ ଅଧିକାରୀ(ବିଏଲ୍ଓ) ଭୋଟରଙ୍କ ଘରକୁ ଯାଇ ଦୁଇଟି ପରିଗଣନା ଫର୍ମ ବଣ୍ଟନ କରିବେ। ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (SIR in the state from today