କର୍ଣ୍ଣାଟକ କଂଗ୍ରେସରେ ଦୀର୍ଘ ଦିନ ଧରି ଚାଲିଥିବା କ୍ଷମତା ପାଇଁ ଛକାପଞ୍ଝାର ଅନ୍ତ ଘଟିଛି । କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ସିଦ୍ଦରମୈୟା ନିଜ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ରାଜ୍ୟର ଶୀର୍ଷ ପଦବୀ ଛାଡ଼ିବା ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ଦିଆଯାଇଥିବା ରାଜ୍ୟସଭା ସାଂସଦ ପଦବୀକୁ ଗ୍ରହଣ କରିବାକୁ ସେ ସଫା ସଫା ମନା କରିଦେଇଛନ୍ତି ।Karnataka politics in turmoil: Siddaramaiah resigns as CM, Rajya Sabha rejects proposal
କର୍ଣ୍ଣାଟକ ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟାଙ୍କ ଇସ୍ତଫା, ରାଜ୍ୟସଭା ପ୍ରସ୍ତାବକୁ ମନା କଲେ


More Stories
ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର : ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ
୫ ଦିନରେ କେରଳମ୍ ଛୁଇଁବ ମୌସୁମି
ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ହଟିଲା ଆମେରିକାର ନୌସେନା ବ୍ଲକେଡ୍