ଆକାଶରୁ ଅଗ୍ନିବର୍ଷା, ୫ଦିନ ଲାଗି ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ

ଘାତକ ହେଲାଣି ତାତି। ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ଆକାଶରୁ ଅଗ୍ନିବର୍ଷା । ଆଜିଠୁ ଆହୁରି ଜଳାଇବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗରମ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ । ୫ଦିନ ଲାଗି ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ । Fire rains from the sky, weather department issues heat wave for 5 days