IPL 2026: ଆଜି ଗୁଜରାଟ- ଚେନ୍ନାଇ ଲଢ଼େଇ, ପ୍ଲେ-ଅଫ୍‌ରେ ସ୍ଥାନ ହାସଲ ପାଇଁ CSKର ବିଜୟ ଜରୁରୀ

ଚଳିତ ଆଇପିଏଲ୍‌ର ୬୬ତମ ଲିଗ୍ ମୁକାବିଲାରେ ଆଜି ଗୁଜରାଟ ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇକୁ ଭେଟିବ । ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ । ଗୁଜରାଟ ଏହି ମ୍ୟାଚ ଜିତିଲେ ପଏଣ୍ଟ ତାଲିକା ପ୍ରଥମ ୨ ମଧ୍ୟରେ ସ୍ଥାନ ନିଶ୍ଚିତ କରିବ । IPL 2026: Gujarat-Chennai clash today, CSK needs a win to secure a place in the playoffs