ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ଔଷଧର ପ୍ରୟୋଗ ଯୋଗୁଁ ମାଟି କ୍ରମାଗତ ବିଷାକ୍ତ ହୋଇପଡୁଛି। ମୃର୍ତ୍ତିକା ସ୍ବାସ୍ଥ୍ୟକୁ ଉନ୍ନତ କରିବା ଲାଗି ଚାଷୀମାନେ ଅଧିକରୁ ଅଧିକ ପ୍ରାକୃତିକ ଓ ଜୈବିକ ଚାଷ କରିବା ଲାଗି ପରାମର୍ଶ ​‌େ​‌ଦଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।CM’s advice to farmers at Eastern Agriculture Summit