Odisha ଭୁବନେଶ୍ୱର-ପୁରୀ ଏନଏଚ ହେବ ୬ ଲେନ୍, ନିର୍ମାଣ ହେବ ହାଇ ସ୍ପିଡ଼ ଇଲେଭେଟେଡ଼ କରିଡର OdiaTimes May 28, 2026 1 min read Share this:Share Share on Facebook (Opens in new window) Facebook Share on X (Opens in new window) X ଭୁବନେଶ୍ୱର-ପୁରୀ ଏନଏଚ ହେବ ୬ ଲେନ୍ । ନିର୍ମାଣ ହେବ ୬ ଲେନ ବିଶିଷ୍ଟ ହାଇ ସ୍ପିଡ ଇଲେଭେଟେଡ କରିଡର। ଉଭୟ ପାର୍ଶ୍ୱରେ ଦୁଇ ଲେନ ସର୍ଭିସ ରୋଡ଼ ସହିତ ରହିବ ୱେ ସାଇଡ ଆମିନିଟିଜ। ସ୍ୱତନ୍ତ୍ର ୟୁଟିଲିଟି କରିଡର ଉପରେ ଗୁରୁତ୍ୱ ଦିଆଯାଇଛି।Bhubaneswar-Puri NH to be 6-lane, high-speed elevated corridor to be constructed Post navigation Previous ତୁରନ୍ତ ପଳାଅ…ଜେଲରେ ରଖି ପଇସା କାଇଁ ଖର୍ଚ୍ଚ କରିବୁ, ବାଂଲାଦେଶୀଙ୍କୁ ଶୁଭେନ୍ଦୁଙ୍କ ଚେତାବନୀNext ଇସ୍ପାତ ରାଜଧାନୀ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ More Stories 1 min read Odisha ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର : ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ May 31, 2026 OdiaTimes 1 min read Odisha ୫ ଦିନରେ କେରଳମ୍ ଛୁଇଁବ ମୌସୁମି May 31, 2026 OdiaTimes 1 min read Odisha ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ହଟିଲା ଆମେରିକାର ନୌସେନା ବ୍ଲକେଡ୍ May 30, 2026 OdiaTimes
More Stories
ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର : ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ
୫ ଦିନରେ କେରଳମ୍ ଛୁଇଁବ ମୌସୁମି
ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ହଟିଲା ଆମେରିକାର ନୌସେନା ବ୍ଲକେଡ୍